\n\n\n\n\n\n\n

ତିଖିରି ସରପଞ୍ଚ ମାମଲା: NHRC ତଦନ୍ତ

କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ମାମଲାର ଖୋଳତାଡ଼ କରିବ ଜାତୀୟ ମାନବାଧିକାର କମିଶନ। ଆସନ୍ତା ଅକ୍ଟୋବର ୫ରେ କେନ୍ଦ୍ରାପଡ଼ା ଆସି ବିଡିଓ, ପୋଲିସ ଏବଂ ସମ୍ପୃକ୍ତ ଅଧିକାରୀଙ୍କୁ ପଚରାଉଚରା କରିବ ଏକ ୩ ଜଣିଆ ଟିମ୍।

Location: ODISHA