\n\n\n\n\n\n\n

ବିଜେପି ବିଧାୟକଙ୍କୁ କହିଦେଲେ ‘ଗଧ’!

ମଧ୍ୟପ୍ରଦେଶରେ ବିଜେପି ବିଧାୟକଙ୍କୁ ଯୁବକଙ୍କ ସିଧାସଳଖ ଜବାବ! ଶିବପୁରୀରେ ୨୭ ପ୍ରତିଶତ ଓବିସି ସଂରକ୍ଷଣ ଲାଗୁ ଦାବିକୁ ନେଇ ଚାଲିଥିଲା ଆଲୋଚନା। ଏହି ସମୟରେ ଜଣେ ଯୁବକ ନିଜକୁ ଗ୍ରାଜୁଏଟ୍ କହିବାରୁ ବିଧାୟକ ଦେବେନ୍ଦ୍ର ଜୈନ ପଚାରିଲେ, ‘ତେବେ କ’ଣ ମୁଁ ଗଧ?’ ଯୁବକଙ୍କ ଉତ୍ତର, ‘ହଁ, ଆପଣ ଗଧ!’ ଏହି ବୟାନକୁ ନେଇ ଏବେ ଚର୍ଚ୍ଚା।