\n\n\n\n\n\n\n\n\n\n\n\n
← Back to Home
BREAKING

କଲେଜ୍‌ରେ ABVP ଝଡ଼! ଚାରିଆଡ଼େ ଗେରୁଆ ଲହରୀ

ଓଡ଼ିଶାରେ ଛାତ୍ର ରାଜନୀତିରେ ABVPର ବଡ଼ ସଫଳତା! ଭୁବନେଶ୍ୱରର ରାଜଧାନୀ ଓ ବିଜେବି କଲେଜ୍‌ ସମେତ ରାଜ୍ୟର ଅନେକ କଲେଜ୍‌ରେ ABVP ପ୍ରାର୍ଥୀଙ୍କ ବିଜୟ। ବିଜେବିରେ ଆର୍ଯ୍ୟନ ମହାପାତ୍ର ଓ ରାଜଧାନୀ କଲେଜ୍‌ରେ ଅବିନାଶ ପାଢ଼ୀ ସଭାପତି ନିର୍ବାଚିତ। ଅନ୍ୟପଟେ ସମ୍ବଲପୁର GM ବିଶ୍ୱବିଦ୍ୟାଳୟରେ ସଭାପତି ଓ ସମ୍ପାଦକ ପଦରେ ସ୍ୱାଧୀନ ପ୍ରାର୍ଥୀଙ୍କ ବିଜୟ।

Started 15/10/2026, 04:36 PMLast updated 2 days ago
No updates have been published yet.