\n\n\n\n\n\n\n\n\n\n\n\n
← Back to Home
BREAKING

ସରିଲା ନିର୍ବାଚନ, ଥମୁନି କ୍ୟାମ୍ପସ ହିଂସା!

ସରିଲା ଛାତ୍ର ସଂସଦ ନିର୍ବାଚନ, ହେଲେ ଥମୁନି କ୍ୟାମ୍ପସ ଉତ୍ତେଜନା! କେଉଁଠି ମାରପିଟ୍, ତ କେଉଁଠି ଗଣ୍ଡଗୋଳ। ଏଭଳି ପରିସ୍ଥିତି ଯୋଗୁଁ ଅନେକ ସ୍ଥାନରେ ବାତିଲ ହୋଇଛି ଶପଥ ଗ୍ରହଣ ଉତ୍ସବ। ଅନ୍ୟପଟେ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ବିକାଶ ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଶପଥ ନେଇଛନ୍ତି ନବନିର୍ବାଚିତ ଛାତ୍ରନେତା। ଏପଟେ ଅଣଛାତ୍ରଙ୍କୁ ନେଇ କଡ଼ା ଆଭିମୁଖ୍ୟ ଦେଖାଇଛି ପୋଲିସ। ଅଣଛାତ୍ରଙ୍କ ବିରୋଧରେ FIR ଆସିଲେ ଏବଂ CCTV ଯାଞ୍ଚରେ ପ୍ରମାଣ ମିଳିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ଡିଜିପି।

Started 16/10/2026, 05:27 PMLast updated 4 hours ago
No updates have been published yet.