\n\n\n\n\n\n\n\n\n\n\n\n
← Back to Home
BREAKING

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି!

ରାଜପଥରେ ବେଆଇନ ଟ୍ରକ୍ ପାର୍କିଂ ରୋକିବାକୁ କଠୋର ଆକ୍ସନ୍! ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ରାଜପଥ ଓ ଶିଳ୍ପାଞ୍ଚଳରେ ବଡ଼ ଗାଡ଼ି ପାର୍କିଂ ଯୋଗୁଁ ଦୁର୍ଘଟଣା ବଢ଼ୁଥିବାରୁ ଚିନ୍ତା ପ୍ରକଟ କରିଛନ୍ତି। ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା, କାରାଦଣ୍ଡ, ଗାଡ଼ି ଜବତ ଏବଂ ଖଣି କମ୍ପାନୀଙ୍କ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ପାଇଁ ଦାବି କରିଛନ୍ତି।

Started 15/10/2026, 05:17 PMLast updated 13 hours ago
No updates have been published yet.