\n\n\n\n\n\n\n\n\n\n\n\n
← Back to Home
BREAKING

MKCGରେ ଯୋଡ଼ା ମୁଣ୍ଡ ଶିଶୁ ଜନ୍ମ

ବ୍ରହ୍ମପୁର MKCG ମେଡିକାଲ କଲେଜରେ ଅସ୍ୱାଭାବିକ ଶିଶୁ ଜନ୍ମକୁ ନେଇ ଚର୍ଚ୍ଚା! ଗୋଟିଏ ଶରୀର, ଦୁଇଟି ମୁଣ୍ଡ ଥିବା ଶିଶୁକୁ ଜନ୍ମ ଦେଇଛନ୍ତି କନ୍ଧମାଳ ଜିଲ୍ଲାର ଜଣେ ମହିଳା। ଜନ୍ମ ପରେ ଶିଶୁଟିକୁ ହସ୍ପିଟାଲର SNCUରେ ରଖାଯାଇ ଚିକିତ୍ସା କରାଯାଉଛି। ଶିଶୁର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଆଗାମୀ ଚିକିତ୍ସା ନେଇ ଡାକ୍ତରୀ ଟିମ୍ ନଜର ରଖିଛନ୍ତି।

Started 13/10/2026, 05:08 PMLast updated 4 days ago
No updates have been published yet.