ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି। ୨୦୨୧ ଜାନୁଆରୀ ୨ରେ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟା ହୋଇଥିଲା। ଏହି ମାମଲାରେ ପ୍ରତାପ ଜେନାଙ୍କୁ ଅଭିଯୁକ୍ତ କରିବା ପ୍ରସଙ୍ଗରେ ତଳ କୋର୍ଟଙ୍କ ଆଦେଶକୁ ହାଇକୋର୍ଟ ରଦ୍ଦ କରିଥିଲେ। ଏବେ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ଫଳରେ ପୂର୍ବତନ ମନ୍ତ୍ରୀଙ୍କୁ ମିଳିଛି ଆଶ୍ୱସ୍ତି।
BREAKING
ମାହାଙ୍ଗା ଡବଲ୍ ମର୍ଡର! ପ୍ରତାପ ଜେନାଙ୍କୁ ବଡ଼ ଆଶ୍ୱସ୍ତି
No updates have been published yet.
