\n\n\n\n\n\n\n\n\n\n\n\n
← Back to Home
BREAKING

ନବୀନଙ୍କୁ ପ୍ରଭାତୀଙ୍କ କାଉଣ୍ଟର!

ଛାତ୍ର ସଂସଦ ନିର୍ବାଚନକୁ ନେଇ ନବୀନ ପଟ୍ଟନାୟକଙ୍କ ଟ୍ୱିଟ୍‌ର କଡ଼ା ଜବାବ ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରଭାତୀ କହିଛନ୍ତି, ନିର୍ବାଚନରେ ABVP ବିଭିନ୍ନ ସ୍ଥାନରେ ବିଜୟୀ ହୋଇଥିବାବେଳେ BCJD ଦ୍ୱିତୀୟ ସ୍ଥାନରେ ରହିଛି। ଜେନ୍‌-ଜିଙ୍କ ପାଇଁ ଏତେ ଚିନ୍ତା ଥିଲେ ପୂର୍ବରୁ ଛାତ୍ର ନିର୍ବାଚନ କାହିଁକି ହେଉନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଶୃଙ୍ଖଳିତ ନିର୍ବାଚନ ଓ ନୂଆ ନେତୃତ୍ୱକୁ ସୁଯୋଗ ଦେବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ପ୍ରଭାତୀ।

Started 16/10/2026, 02:23 PMLast updated 4 hours ago
No updates have been published yet.