ଆସନ୍ତା ୨୨ ତାରିଖରେ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପରେ ପରିଣତ ହୋଇପାରେ। ଅନ୍ତର୍ଜାତୀୟ ପାଣିପାଗ ମଡେଲ ଅନୁସାରେ, ୨୮ ଓ ୨୯ ତାରିଖ ବେଳକୁ ଏହା ଶକ୍ତିଶାଳୀ ବାତ୍ୟାର ରୂପ ନେଇ ଓଡ଼ିଶା କିମ୍ବା ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁଇପାରେ। ତେବେ ବାତ୍ୟାର ଗତିପଥ, ତୀବ୍ରତା ଓ ସ୍ଥଳଭାଗ ଛୁଇଁବା ନେଇ ଏପର୍ଯ୍ୟନ୍ତ ନିଶ୍ଚିତ ପୂର୍ବାନୁମାନ ମିଳିନାହିଁ। ସରକାରୀ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଗୁରୁତ୍ୱପୂର୍ଣ୍ଣ ହେବ।
BREAKING
ପୁଣି ବାତ୍ୟା ଭୟ ! ଅକ୍ଟୋବର ୨୯ରେ ପୁଣି ବାତ୍ୟା ଆଶଙ୍କା !
No updates have been published yet.
