\n\n\n\n\n\n\n\n\n\n\n\n
← Back to Home
BREAKING

ଓଡ଼ିଶାର ଶାସନରେ ନୂଆ ଅଧ୍ୟାୟ!

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ ରାମ। ଲୋକଭବନର ନୂଆ ଅଭିଷେକ ହଲ୍‌ରେ ଭବ୍ୟ ସମାରୋହରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ। ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୩୦୦ରୁ ଅଧିକ ବିଶିଷ୍ଟ ଅତିଥି ସାମିଲ ହୋଇଥିଲେ। ଗାର୍ଡ ଅଫ୍ ଅନର୍ ସହ ଆରମ୍ଭ ହେଲା ଓଡ଼ିଶାର ସାମ୍ବିଧାନିକ ମୁଖ୍ୟଙ୍କ ନୂଆ ଅଧ୍ୟାୟ।

Started 18/10/2026, 12:22 PMLast updated 20 hours ago
No updates have been published yet.