କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ପୁଣି ତେଜିଲା ବିବାଦ! ଆସନ୍ତା ୨୮ ତାରିଖରେ ଆନ୍ଧ୍ରର ନିର୍ବାଚନ ଉଦ୍ୟମ ଉପରେ ରହିଛି ନଜର। ଏପଟେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କଡ଼ା ଚେତାବନୀ—କୋଟିଆ ଓଡ଼ିଶାର, ଲୋକଙ୍କୁ ସବୁ ସୁବିଧା ଯୋଗାଉଛନ୍ତି ସରକାର। ମନ୍ତ୍ରୀଙ୍କ ବଡ଼ ବୟାନ—“ମା’ ଆସିଗଲା, ମାଉସୀ ଆବଶ୍ୟକ ନାହିଁ!”
