Live News Archive
Past and current Breaking News and Live Incident coverage.

ସରିଲା ନିର୍ବାଚନ, ଥମୁନି କ୍ୟାମ୍ପସ ହିଂସା!
ସରିଲା ଛାତ୍ର ସଂସଦ ନିର୍ବାଚନ, ହେଲେ ଥମୁନି କ୍ୟାମ୍ପସ ଉତ୍ତେଜନା! କେଉଁଠି ମାରପିଟ୍, ତ କେଉଁଠି ଗଣ୍ଡଗୋଳ। ଏଭଳି ପରିସ୍ଥିତି ଯୋଗୁଁ ଅନେକ ସ୍ଥାନରେ ବାତିଲ ହୋଇଛି ଶପଥ ଗ୍ରହଣ ଉତ୍ସବ। ଅନ୍ୟପଟେ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ବିକାଶ…
Last updated 4 hours ago
ତ୍ରିରଙ୍ଗା ଧରିବା ପୂର୍ବରୁ ଦୀପକେଙ୍କୁ ଅଟକ!
ତ୍ରିରଙ୍ଗା ରାଲି ପୂର୍ବରୁ ଅଟକ ରଖିଲା ଦିଲ୍ଲୀ ପୋଲିସ! କୋକ୍ରୋଚ୍ ଜନତା ପାର୍ଟି ବା ସିଜେପିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି। ନୋଟିସ୍ ଜାରି ସତ୍ତ୍ୱେ ତ୍ରିରଙ୍ଗା ରାଲିରେ ଯୋଗଦେବାକୁ ଘରୁ ବାହାରିଥିବା ବେଳେ…
Last updated 4 hours ago
ଓଡ଼ିଶାର ଜମିରେ ଆନ୍ଧ୍ରର ନଜର?
ଓଡ଼ିଶାରେ ପୁଣି ଆନ୍ଧ୍ରର ଦାଦାଗିରି! କୋରାପୁଟର କୋଟିଆକୁ ନେଇ ପୁଣି ତେଜିଲା ବିବାଦ। ପଞ୍ଚାୟତ ନିର୍ବାଚନ ପାଇଁ ପୁଣି ଅଣ୍ଟା ଭିଡ଼ିଛି ଆନ୍ଧ୍ର ପ୍ରଦେଶ। ସାଲୁର ବ୍ଲକ ଅଧୀନରେ କୋଟିଆକୁ ତିନୋଟି ପଞ୍ଚାୟତ ଭାବେ ଦର୍ଶାଯାଇଥିବା ବେଳେ, ଖୁବ୍ଶୀଘ୍ର…
Last updated 4 hours ago
ଭୁବନେଶ୍ୱରରେ ଟ୍ରାଫିକ୍ ଛାଟ୍!
ରାଜଧାନୀ ଭୁବନେଶ୍ୱରରେ ସଡ଼କ ଦୁର୍ଘଟଣା ରୋକିବାକୁ ଟ୍ରାଫିକ୍ ପୋଲିସର ସ୍ୱତନ୍ତ୍ର ପ୍ରସ୍ତୁତି! ପାର୍ବଣ ସମୟରେ ଭିଡ଼ ନିୟନ୍ତ୍ରଣ ସହ ସୁଗମ ଯାତାୟାତ ଉପରେ ଦିଆଯାଉଛି ବିଶେଷ ଗୁରୁତ୍ୱ। ଟ୍ରାଫିକ୍ ପରିଚାଳନା ପାଇଁ ନିୟୋଜିତ ହେବେ ୭୩ ଜଣ ଅଫିସର…
Last updated 4 hours ago
ବିଜେପି ବିଧାୟକଙ୍କୁ କହିଦେଲେ ‘ଗଧ’!
ମଧ୍ୟପ୍ରଦେଶରେ ବିଜେପି ବିଧାୟକଙ୍କୁ ଯୁବକଙ୍କ ସିଧାସଳଖ ଜବାବ! ଶିବପୁରୀରେ ୨୭ ପ୍ରତିଶତ ଓବିସି ସଂରକ୍ଷଣ ଲାଗୁ ଦାବିକୁ ନେଇ ଚାଲିଥିଲା ଆଲୋଚନା। ଏହି ସମୟରେ ଜଣେ ଯୁବକ ନିଜକୁ ଗ୍ରାଜୁଏଟ୍ କହିବାରୁ ବିଧାୟକ ଦେବେନ୍ଦ୍ର ଜୈନ ପଚାରିଲେ, ‘ତେବେ…
Last updated 4 hours ago
ନବୀନଙ୍କୁ ପ୍ରଭାତୀଙ୍କ କାଉଣ୍ଟର!
ଛାତ୍ର ସଂସଦ ନିର୍ବାଚନକୁ ନେଇ ନବୀନ ପଟ୍ଟନାୟକଙ୍କ ଟ୍ୱିଟ୍ର କଡ଼ା ଜବାବ ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରଭାତୀ କହିଛନ୍ତି, ନିର୍ବାଚନରେ ABVP ବିଭିନ୍ନ ସ୍ଥାନରେ ବିଜୟୀ ହୋଇଥିବାବେଳେ BCJD ଦ୍ୱିତୀୟ ସ୍ଥାନରେ ରହିଛି। ଜେନ୍-ଜିଙ୍କ ପାଇଁ ଏତେ…
Last updated 4 hours ago
ସାମ୍ବାଦିକଙ୍କ ସୁରକ୍ଷା ଚିନ୍ତା! ପିସିଆଇର ବଡ଼ ପଦକ୍ଷେପ
ଆନ୍ଦୋଳନ ବେଳେ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କଲା ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ। ସୁରକ୍ଷିତ ରହି ଖବର ସଂଗ୍ରହ ପାଇଁ ଜାରି ହେଲା ନିର୍ଦ୍ଦେଶାବଳୀ। ବୈଧ ପରିଚୟପତ୍ର ପ୍ରଦର୍ଶନ, ଉତ୍ତେଜନାଠାରୁ ଦୂରତା ରକ୍ଷା ଏବଂ ପୁଲିସର…
Last updated 4 hours ago
କଲେଜ କ୍ୟାମ୍ପସ ରାଜନୀତି ଅପଡେଟ୍
ଦୀର୍ଘ ୮ ବର୍ଷର ଲମ୍ବା ପ୍ରତୀକ୍ଷାର ଅନ୍ତ। କ୍ୟାମ୍ପସରେ ପୁଣି ବାଜିଲାଣି ନିର୍ବାଚନୀ ବିଗୁଲ୍। ରାଜ୍ୟରେ ପୁଣି ଫେରିଛି ଛାତ୍ର ସଂସଦ ନିର୍ବାଚନର ତାତି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବଡ଼ ଘୋଷଣା ପରେ, କଲେଜ ଓ ବିଶ୍ୱବିଦ୍ୟାଳୟ…
Last updated 5 hours ago
ବିବାଦ ପରେ ବଦଳିଲା ସ୍ୱର?
ରାଜ୍ୟପାଳଙ୍କ ବୟାନକୁ ନେଇ ବିବାଦ, ଏବେ ରଖିଲେ ସଫେଇ! ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରିଜ ମୋହନ ରାମ କହିଛନ୍ତି, ସେ ସାମ୍ବିଧାନିକ ପରିଧି ମଧ୍ୟରେ ରହି ଦାୟିତ୍ୱ ତୁଲାଇବେ। କୌଣସି ନିର୍ଦ୍ଦିଷ୍ଟ ଦଳ ପାଇଁ କାମ କରିବେ ନାହିଁ।…
Last updated 13 hours ago
ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି!
ରାଜପଥରେ ବେଆଇନ ଟ୍ରକ୍ ପାର୍କିଂ ରୋକିବାକୁ କଠୋର ଆକ୍ସନ୍! ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ରାଜପଥ ଓ ଶିଳ୍ପାଞ୍ଚଳରେ ବଡ଼ ଗାଡ଼ି ପାର୍କିଂ ଯୋଗୁଁ ଦୁର୍ଘଟଣା ବଢ଼ୁଥିବାରୁ ଚିନ୍ତା ପ୍ରକଟ କରିଛନ୍ତି। ନିୟମ…
Last updated 13 hours ago
ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ୍!
ଓଡ଼ିଶାରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି! ଅକ୍ଟୋବର ୨୬ରୁ ନଭେମ୍ବର ୭ ଯାଏଁ ରାଜ୍ୟବ୍ୟାପୀ ହେବ ଘରକୁ ଘର ଭୋଟର ସର୍ଭେ। ଗ୍ରାମାଞ୍ଚଳରେ ୯୧ ହଜାର ବୁଥ୍ରେ ବାଲାଟ୍ ପେପର ଏବଂ ସହରାଞ୍ଚଳରେ ଇଭିଏମ୍ରେ…
Last updated 13 hours ago
ମାହାଙ୍ଗା ଡବଲ୍ ମର୍ଡର! ପ୍ରତାପ ଜେନାଙ୍କୁ ବଡ଼ ଆଶ୍ୱସ୍ତି
ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି। ୨୦୨୧ ଜାନୁଆରୀ ୨ରେ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟା ହୋଇଥିଲା। ଏହି ମାମଲାରେ ପ୍ରତାପ ଜେନାଙ୍କୁ ଅଭିଯୁକ୍ତ କରିବା…
Last updated 13 hours ago
କଲେଜ୍ରେ ABVP ଝଡ଼! ଚାରିଆଡ଼େ ଗେରୁଆ ଲହରୀ
ଓଡ଼ିଶାରେ ଛାତ୍ର ରାଜନୀତିରେ ABVPର ବଡ଼ ସଫଳତା! ଭୁବନେଶ୍ୱରର ରାଜଧାନୀ ଓ ବିଜେବି କଲେଜ୍ ସମେତ ରାଜ୍ୟର ଅନେକ କଲେଜ୍ରେ ABVP ପ୍ରାର୍ଥୀଙ୍କ ବିଜୟ। ବିଜେବିରେ ଆର୍ଯ୍ୟନ ମହାପାତ୍ର ଓ ରାଜଧାନୀ କଲେଜ୍ରେ ଅବିନାଶ ପାଢ଼ୀ ସଭାପତି ନିର୍ବାଚିତ।…
Last updated 13 hours ago
MKCGରେ ଯୋଡ଼ା ମୁଣ୍ଡ ଶିଶୁ ଜନ୍ମ
ବ୍ରହ୍ମପୁର MKCG ମେଡିକାଲ କଲେଜରେ ଅସ୍ୱାଭାବିକ ଶିଶୁ ଜନ୍ମକୁ ନେଇ ଚର୍ଚ୍ଚା! ଗୋଟିଏ ଶରୀର, ଦୁଇଟି ମୁଣ୍ଡ ଥିବା ଶିଶୁକୁ ଜନ୍ମ ଦେଇଛନ୍ତି କନ୍ଧମାଳ ଜିଲ୍ଲାର ଜଣେ ମହିଳା। ଜନ୍ମ ପରେ ଶିଶୁଟିକୁ ହସ୍ପିଟାଲର SNCUରେ ରଖାଯାଇ ଚିକିତ୍ସା…
Last updated 3 days ago
ଆଜି ଓଡ଼ିଶା ବନ୍ଦ!
ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ । କଂଗ୍ରେସ ନେତୃତ୍ୱାଧୀନ 'ଇଣ୍ଡିଆ' ବ୍ଲକ୍ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରା ଯୋଗୁଁ ସାରା ରାଜ୍ୟରେ ଆଜି ଜନଜୀବନ ପ୍ରଭାବିତ ହେଉଛି । ପ୍ରମୁଖ ୩ଟି ଦାବିକୁ ନେଇ ଆଜି…
Last updated 1 week ago
୧୫ରେ ଛାତ୍ର ସଂସଦ ନିର୍ବାଚନ
ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଘୋଷଣା; ୧୫ରେ ଛାତ୍ର ସଂସଦ ନିର୍ବାଚନ, ୭ରେ ବିଜ୍ଞପ୍ତି ଓ ୯ରେ ନାମାଙ୍କନ।
Last updated 2 weeks ago
ଗୋଲ୍ଡେନ ଚାମ୍ପିଅନ୍ ଇଣ୍ଡିଆ
୨୦୨୬ ଏସୀୟ କ୍ରୀଡ଼ା କ୍ରିକେଟ୍ ଫାଇନାଲରେ ଜାପାନଠାରେ ପାକିସ୍ତାନକୁ ୧୯ ରନରେ ମାତ୍ ଦେଇ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ।
Last updated 2 weeks ago
ଚୀନ୍କୁ ମାତ୍, ଭାରତକୁ ସ୍ୱର୍ଣ୍ଣ!
ଏସିଆନ୍ ଗେମ୍ସରେ ଭାରତୀୟ ମହିଳା ହକି ଦଳର ଐତିହାସିକ ବିଜୟ! ଦୀର୍ଘ ୪୪ ବର୍ଷର ଲମ୍ବା ଅପେକ୍ଷା ପରେ ଦେଶକୁ ପୁଣି ମିଳିଛି ସ୍ୱର୍ଣ୍ଣିମ ସଫଳତା। ଫାଇନାଲ୍ ମୁକାବିଲାରେ କଡ଼ା ପ୍ରତିଦ୍ୱନ୍ଦ୍ୱୀ ଚୀନ୍କୁ ୧-୦ ଗୋଲ୍ରେ ମାତ୍ ଦେଇ…
Last updated 2 weeks ago
ଏସୀୟ କ୍ରୀଡ଼ାରେ ସୁବର୍ଣ୍ଣ ବର୍ଷା!
ଏସୀୟ କ୍ରୀଡ଼ାରେ ଭାରତକୁ ପଦକ ବର୍ଷା। କୁସ୍ତି, ବକ୍ସିଂ ଓ ମହିଳା ତୀରନ୍ଦାଜୀରେ ସ୍ୱର୍ଣ୍ଣ ମିଳିଥିବା ବେଳେ ନୌଚାଳନାରେ ବ୍ରୋଞ୍ଜ ଆସିଛି।
Last updated 2 weeks ago
ବଢିଲା ଓମଫେଡ୍ ଦର
ପାର୍ବଣ ଋତୁରେ ସାଧାରଣ ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ଼। ରାଜ୍ୟରେ ମହଙ୍ଗା ହେଲା ଓମଫେଡ୍ କ୍ଷୀର। ଆସନ୍ତା ୪ ତାରିଖରୁ ଓମଫେଡ୍ ଦୁଗ୍ଧର ନୂଆ ଦର ଲାଗୁ ହେବାକୁ ଯାଉଛି। ଓମଫେଡ୍ ପକ୍ଷରୁ କ୍ଷୀର ଦର ଲିଟର ପ୍ରତି…
Last updated 2 weeks ago
ତିଖିରି ସରପଞ୍ଚ ମାମଲା: NHRC ତଦନ୍ତ
କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ମାମଲାର ଖୋଳତାଡ଼ କରିବ ଜାତୀୟ ମାନବାଧିକାର କମିଶନ। ଆସନ୍ତା ଅକ୍ଟୋବର ୫ରେ କେନ୍ଦ୍ରାପଡ଼ା ଆସି ବିଡିଓ, ପୋଲିସ ଏବଂ ସମ୍ପୃକ୍ତ ଅଧିକାରୀଙ୍କୁ ପଚରାଉଚରା କରିବ ଏକ ୩ ଜଣିଆ ଟିମ୍।
Last updated 2 weeks ago
ଚାକିରିରୁ ବିଡିଓଙ୍କୁ ବିଦା ! କାରଣ ଲୁଚାଉଛନ୍ତି ସରକାର !
ରାତାରାତି ଚାକିରିରୁ ବିଦା ହେଲେ ବିଡିଓ | ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଉନ୍ନୟନ ଅଧିକାରୀ ବା ସିଧାସଳଖ କହିଲେ BDO ସଞ୍ଜୀବ କୁମାର ମହାପାତ୍ରଙ୍କୁ ତତ୍କାଳ ପ୍ରଭାବରୁ ଚାକିରିରୁ ସସ୍ପେଣ୍ଡ କରାଯାଇଛି। ରାଜ୍ୟ ସରକାର ନେଇଛନ୍ତି ଏକ…
Last updated 2 weeks ago
ଛାତ୍ର ସଂସଦ ନିର୍ବାଚନ ଚୂଡ଼ାନ୍ତ ହୋଇନି
ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ତେବେ ଉଚ୍ଚଶିକ୍ଷା ବିଭାଗ ନିର୍ବାଚନ ସପକ୍ଷରେ ଅଛି।
Last updated 2 weeks ago